| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | ପ୍ରକାର | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|
| 181 | ସଦର ତହସିଲ, କେନ୍ଦୁଝର ଦ୍ୱାରା ଜାରି ପ୍ରକାଶନ ସୂଚନା (Proclamation Notice) | ସଦର ତହସିଲ, କେନ୍ଦୁଝର ଦ୍ୱାରା ଜାରି ପ୍ରକାଶନ ସୂଚନା (Proclamation Notice) |
Announcements | Notice.pdf (71.41 KB) View |
| 182 | କେନ୍ଦୁଝର ଜିଲ୍ଲାର ପାଟଣା ଓ ଘଟଗାଁ ବ୍ଲକ୍ରେ ଶ୍ରୀ ଅନ୍ନ ଅଭିଯାନ ପାଇଁ ବ୍ଲକ୍ ତହଲା ଆଧାରିତ କ୍ରୟ ଏଜେନ୍ସି (BLPA) ଚୟନ ପାଇଁ EOI | କେନ୍ଦୁଝର ଜିଲ୍ଲାର ପାଟଣା ଓ ଘଟଗାଁ ବ୍ଲକ୍ରେ ଶ୍ରୀ ଅନ୍ନ ଅଭିଯାନ ପାଇଁ ବ୍ଲକ୍ ତହଲା ଆଧାରିତ କ୍ରୟ ଏଜେନ୍ସି (BLPA) ଚୟନ ପାଇଁ EOI |
Tender |
Download (344.36 KB)
|
| 183 | (ATMA), ସମସ୍ତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର (FIAC) ଙ୍କର ଆକାଉଣ୍ଟ ସମୀକ୍ଷା (Audit) ନିମନ୍ତେ ତାଲିକା ଭୁକ୍ତ CAଫାର୍ମ ଙ୍କ ଠାରୁ ଆଗ୍ରହ ପ୍ରକାଶ କାର୍ଯ୍ୟ (EOI) | ପ୍ରକଳ୍ପ ନିର୍ଦ୍ଧେଶକ କୃଷି ବୈଷୟିକ ପରିଚାଳନା ସଂସ୍ଥା (ATMA), କେନ୍ଦୁଝର ଓ କେନ୍ଦୁଝରର ସମସ୍ତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର (FIAC) ଙ୍କର ଆକାଉଣ୍ଟ ସମୀକ୍ଷା (Audit) ନିମନ୍ତେ ତାଲିକା ଭୁକ୍ତ ସନଦୀ ହିସାବ ରକ୍ଷକ (Chartered Accountant) ଫାର୍ମ ଙ୍କ ଠାରୁ ଆଗ୍ରହ ପ୍ରକାଶ କାର୍ଯ୍ୟ (EOI) |
Tender |
Download (205.31 KB)
|
| 184 | ବଡବିଲ ତହସିଲ ଦ୍ୱାରା ନିଲାମ ମାଧ୍ୟମରେ ବିକ୍ରୟ ଘୋଷଣା | ବଡବିଲ ତହସିଲ ଦ୍ୱାରା ନିଲାମ ମାଧ୍ୟମରେ ବିକ୍ରୟ ଘୋଷଣା |
Announcements | 6792-2-3.pdf (564.11 KB) View |
| 185 | କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) କୁ ସହଜ ଏବଂ କାର୍ଯ୍ୟକାରୀ କରିବା ପାଇଁ ଇଛୁକ କାର୍ଯ୍ୟକାରୀ ସଂସ୍ଥା ଠାରୁ ଆଗ୍ରହ ପ୍ରକାଶନ (EOI) ବିଜ୍ଞାପନ I | କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) କୁ ସହଜ ଏବଂ କାର୍ଯ୍ୟକାରୀ କରିବା ପାଇଁ ଇଛୁକ କାର୍ଯ୍ୟକାରୀ ସଂସ୍ଥା ଠାରୁ ଆଗ୍ରହ ପ୍ରକାଶନ (EOI) ବିଜ୍ଞାପନ I |
Tender |
Download (5.94 MB)
|
| 186 | କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) କୁ ସହଜ ଏବଂ କାର୍ଯ୍ୟକାରୀ କରିବା ପାଇଁ ଇଛୁକ କାର୍ଯ୍ୟକାରୀ ସଂସ୍ଥା ଠାରୁ ଆଗ୍ରହ ପ୍ରକାଶନ (EOI) ବିଜ୍ଞାପନ I | କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) କୁ ସହଜ ଏବଂ କାର୍ଯ୍ୟକାରୀ କରିବା ପାଇଁ ଇଛୁକ କାର୍ଯ୍ୟକାରୀ ସଂସ୍ଥା ଠାରୁ ଆଗ୍ରହ ପ୍ରକାଶନ (EOI) ବିଜ୍ଞାପନ I |
Advertisement | EOI MUKHYAMANTRI KANYA BIBAHA YOUANA (MKBY) (1).pdf (5.94 MB) View |
| 187 | ସଦର ତହସିଲ, କେନ୍ଦୁଝର ପାଇଁ Alienation Cases (ଭୂମି ବିଚ୍ଛିନ୍ନକରଣ ମାମଲା) ସମ୍ବନ୍ଧୀୟ ଏକ Proclamation Notice ଦିଆଯାଇଛି | ସଦର ତହସିଲ, କେନ୍ଦୁଝର ପାଇଁ Alienation Cases (ଭୂମି ବିଚ୍ଛିନ୍ନକରଣ ମାମଲା) ସମ୍ବନ୍ଧୀୟ ଏକ Proclamation Notice ଦିଆଯାଇଛି |
Announcements | Proclamation of Airstrip- Gopinathpur.pdf (1.31 MB) , Proclamation of Govt. P.S, Kashirapatana.pdf (549.26 KB) , Proclamation of Govt. P.S, Kalanda.pdf (555.93 KB) , Proclamation of P.S, Dhanurjaypur.pdf (363.43 KB) , Proclamation DFO_4.pdf (210.31 KB) View |
| 188 | କେଉଁଝର ଜିଲ୍ଲାର ସମସ୍ତ 12ଟି ବ୍ଲକ ପାଇଁ GIS ଆଧାର ବେସଲାଇନ୍ ସର୍ଭେ ଏବଂ ଗ୍ରାମ ବିକାଶ ଯୋଜନା ପ୍ରସ୍ତାବ ଆହ୍ୱାନ(VDP) ପ୍ରସ୍ତୁତି ପାଇଁ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଉଛି | କେଉଁଝର ଜିଲ୍ଲାର ସମସ୍ତ 12ଟି ବ୍ଲକ ପାଇଁ GIS ଆଧାର ବେସଲାଇନ୍ ସର୍ଭେ ଏବଂ ଗ୍ରାମ ବିକାଶ ଯୋଜନା ପ୍ରସ୍ତାବ ଆହ୍ୱାନ(VDP) ପ୍ରସ୍ତୁତି ପାଇଁ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଆହ୍ୱାନକରାଯାଉଛି |
Tender |
Download (18.7 MB)
|
| 189 | ଇଭେଣ୍ଟ ଆର୍ଗାନାଇଜର୍/ଏଜେନ୍ସିମାନଙ୍କୁ ରିଜିଅନାଲ୍ କଳିଙ୍ଗ ହର୍ବାଲ୍ ଫେୟାର୍ 2025–26 ର ପରିଚାଳନା ପାଇଁ ଟେଣ୍ଡର୍ ଆମନ୍ତ୍ରିତ କରାଯାଉଛି। | ଇଭେଣ୍ଟ ଆର୍ଗାନାଇଜର୍/ଏଜେନ୍ସିମାନଙ୍କୁ ରିଜିଅନାଲ୍ କଳିଙ୍ଗ ହର୍ବାଲ୍ ଫେୟାର୍ 2025–26 ର ପରିଚାଳନା ପାଇଁ ଟେଣ୍ଡର୍ ଆମନ୍ତ୍ରିତ କରାଯାଉଛି। |
Tender |
Download (9.07 MB)
|
| 190 | କେନ୍ଦୁଝର ଜିଲ୍ଲାର ବିଭିନ୍ନ ଓଡିଶା ଆଦର୍ଶ ବିଦ୍ଯାଳୟ ଅଧୀନରେ ସଞ୍ଚାଳିତ ଛାତ୍ର/ଛାତ୍ରୀବାସ ମାନଙ୍କ ପାଇଁ ଅସ୍ଥାୟୀ ଭିତ୍ତିରେ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଉଛି। | କେନ୍ଦୁଝର ଜିଲ୍ଲାର ବିଭିନ୍ନ ଓଡିଶା ଆଦର୍ଶ ବିଦ୍ଯାଳୟ ଅଧୀନରେ ସଞ୍ଚାଳିତ ଛାତ୍ର/ଛାତ୍ରୀବାସ ମାନଙ୍କ ପାଇଁ ଅସ୍ଥାୟୀ ଭିତ୍ତିରେ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଉଛି। |
Advertisement | Advertisement for Recruitment of support staff for Girl's and Boy's Hostel at OAVs, Keonjhar.pdf (705.15 KB) , ନିୟମାବଳୀ ଏବଂ ଆବେଦନ ପତ୍ର (646.41 KB) View |
| 191 | ୨୦୨୫-୨୬ ଅନ୍ତର୍ଗତ ରବି ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ପଦ୍ଧତି ନିମନ୍ତେ ବୃତ୍ତିଗତ ସଂସ୍ଥା ଚୟନ ପ୍ରସ୍ତାବ ପାଇଁ ଅନୁରୋଧ । | ୨୦୨୫-୨୬ ଅନ୍ତର୍ଗତ ରବି ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ପଦ୍ଧତି ନିମନ୍ତେ ବୃତ୍ତିଗତ ସଂସ୍ଥା ଚୟନ ପ୍ରସ୍ତାବ ପାଇଁ ଅନୁରୋଧ । |
Tender |
Download (1.19 MB)
|
| 192 | ସୁରକ୍ଷା ଏବଂ CCTV କାର୍ଯ୍ୟ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ । | ସୁରକ୍ଷା (Security) ଏବଂ CCTV କାର୍ଯ୍ୟ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ । |
Tender |
Download (5.11 MB)
|
| 193 | ଫଟୋଗ୍ରାଫି, କଫି ଟେବୁଲ ବୂକ, ବିକ୍ରୟ ବିଶ୍ଳେଷଣ ରିପୋର୍ଟ ଏବଂ ଭିଡିଓ ଡକ୍ୟୁମେଣ୍ଟେସନ୍ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ | ଫଟୋଗ୍ରାଫି, କଫି ଟେବୁଲ ବୂକ, ବିକ୍ରୟ ବିଶ୍ଳେଷଣ ରିପୋର୍ଟ ଏବଂ ଭିଡିଓ ଡକ୍ୟୁମେଣ୍ଟେସନ୍ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ |
Tender |
Download (8.38 MB)
|
| 194 | ମୁଦ୍ରଣ କାର୍ଯ୍ୟ (Printing work) ପାଇଁ ଫାର୍ମ/ମୁଦ୍ରଣ ପ୍ରେସ୍/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ | ମୁଦ୍ରଣ କାର୍ଯ୍ୟ (Printing work) ପାଇଁ ଫାର୍ମ/ମୁଦ୍ରଣ ପ୍ରେସ୍/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ |
Tender |
Download (7.05 MB)
|
| 195 | ଟେଣ୍ଟେଜ୍ (Tentage) ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଟ ହାଉସ ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ | ଟେଣ୍ଟେଜ୍ (Tentage) ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂଗଠନ / ଡେକୋରେଟର / ଟେଣ୍ଟ ହାଉସ ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ |
Tender |
Download (22.66 MB)
|
| 196 | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ର ସୁରକ୍ଷା ଏବଂ CCTV କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ । | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ର ସୁରକ୍ଷା (Security) ଏବଂ CCTV କାର୍ଯ୍ୟ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ । |
Tender |
Download (5.94 MB)
|
| 197 | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ର ଟେଣ୍ଟେଜ୍ (Tent) ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ର ଟେଣ୍ଟେଜ୍ (Tent) ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂଗଠନ / ଡେକୋରେଟର / ଟେଣ୍ଟ ହାଉସ ଚୟନ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ |
Tender |
Download (5.21 MB)
|
| 198 | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ରେ ଫଟୋଗ୍ରାଫି (Photography) ଏବଂ ଭିଡିଓ ଡକ୍ୟୁମେଣ୍ଟେସନ୍ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ। | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ରେ ଫଟୋଗ୍ରାଫି (Photography) ଏବଂ ଭିଡିଓ ଡକ୍ୟୁମେଣ୍ଟେସନ୍ ପାଇଁ ଫାର୍ମ/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ। |
Tender |
Download (4.51 MB)
|
| 199 | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ପାଇଁ ମୁଦ୍ରଣ କାର୍ଯ୍ୟ (Printing work) ପାଇଁ ଫାର୍ମ/ମୁଦ୍ରଣ ପ୍ରେସ୍/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ। | ORMAS, କେନ୍ଦୁଝର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, କେନ୍ଦୁଝର-୨୦୨୫ ପାଇଁ ମୁଦ୍ରଣ କାର୍ଯ୍ୟ (Printing work) ପାଇଁ ଫାର୍ମ/ମୁଦ୍ରଣ ପ୍ରେସ୍/ଏଜେନ୍ସି ଚୟନ ପାଇଁ କୋଟେସନ୍ ଆହ୍ବାନ ନୋଟିସ। |
Tender |
Download (4.05 MB)
|
| 200 | ମାନ୍ୟବର ତଦନ୍ତ କମିଶନ ଏବଂ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗୃପ ଅଫ କମ୍ପାନୀ ଅଧିନସ୍ଥ ଦ୍ୱାରା ସୁପାରିଶ ହୋଇଥିବା ଏବଂ କ୍ଷ୍ୟତିପୁରଣ ପାଇନଥିବା ପ୍ରକୃତ କ୍ଷୁଦ୍ର ଜମାକାରୀ ତାଲିକା ପ୍ରକାଶ କରାଗଲା । | ମାନ୍ୟବର ତଦନ୍ତ କମିଶନ ଏବଂ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗୃପ ଅଫ କମ୍ପାନୀ ଅଧିନସ୍ଥ ଦ୍ୱାରା ସୁପାରିଶ ହୋଇଥିବା ଏବଂ |
Announcements | ମାନ୍ୟବର ତଦନ୍ତ କମିଶନ ଏବଂ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗୃପ ଅଫ କମ୍ପାନୀ ଅଧିନସ୍ଥ ଦ୍ୱାରା ସୁପାରିଶ ହୋଇଥିବା ଏବଂ କ୍ଷ୍ୟତିପୁରଣ ପାଇନଥିବା ପ୍ରକୃତ କ (4.83 MB) View |
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ନାଗରିକ ସେବା
- ଯୋଜନା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଭିଡିଓ ଗ୍ୟାଲେରୀ
- ଫର୍ମ
- ସୂଚନା ଅଧିକାର
- ରେଡକ୍ରସ୍