• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଆକାଶ ପଥ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୨୩୦କି.ମି.

ରେଳ ଯୋଗେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି କେନ୍ଦୁଝରଗଡ -୫ କି.ମି.।

ସଡକ ପଥ

ସବୁ ସହରରୁ କେନ୍ଦୁଝରକୁ ଯୋଗଯୋଗ ଅଛି ।  
ଏନ୍.ଏଚ୍-୪୯,ଏନ୍.ଏଚ୍-୨୦, ଏନ୍.ଏଚ୍-୨୧୫, ଏନ୍.ଏଚ୍-୫୨୦ ଏବଂ ଏନ୍.ଏଚ୍-୨୨୦ ଯାହାଦ୍ଵାରା ଜିଲ୍ଲା କଲିକତା,ମୁମ୍ବାଇ,ଜାମସେଦପୁର,କଟକ,ଭୁବନେଶ୍ଵର,ୱାଇଜାକ ଦ୍ଵାରା ସଂଯୁକ୍ତ ।