| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | ପ୍ରକାର | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|
| 61 | ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ଯ୍ୟାଳୟ, କେନ୍ଦୁଝର ପାଇଁ ଭଡା ଭିତ୍ତିରେ ଯାନ ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଉଛି। | Tender |
Download (1.45 MB)
|
|
| 62 | କେନ୍ଦୁଝର ଜିଲ୍ଲାର ଏପ୍ରିଲ ୨୦୨୬ ମାସ ପାଇଁ ମିଳିତ ଅଭିଯୋଗ ଶୁଣାଣି | କେନ୍ଦୁଝର ଜିଲ୍ଲାର ଏପ୍ରିଲ ୨୦୨୬ ମାସ ପାଇଁ ମିଳିତ ଅଭିଯୋଗ ଶୁଣାଣି |
Announcements | 2300-joint Hearing Schedule for April-2026_0.pdf (1.38 MB) View |
| 63 | କେନ୍ଦୁଝର ଜିଲ୍ଲାରେ ସ୍ୱୟଂଚାଳିତ ସ୍ମାର୍ଟ ଶୌଚାଳୟ ପ୍ରଣାଳୀ ରୂପାୟଣ ପାଇଁ ଏଜେନ୍ସି ଚୟନ କେନ୍ଦୁଝରଗଡ଼ ପୌରପାଳିକା (CORRIGENDUM) | Tender |
Download (3.12 MB)
|
|
| 64 | ଖରିଫ୍ ୨୦୨୬ ଋତୁରେ ଆମ ବିହନ ରଥ କାର୍ଯ୍ୟକ୍ରମ ପାଇଁ ବିହନ ବିକ୍ରେତା | Tender |
Download (3.36 MB)
|
|
| 65 | କେନ୍ଦୁଝର ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ପାଇଁ ଭଡା ଭିତ୍ତିରେ ଯାନ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ଆହ୍ୱାନ ସୂଚନା | କେନ୍ଦୁଝର ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ପାଇଁ ଭଡା ଭିତ୍ତିରେ ଯାନ ନିଯୁକ୍ତି ସମ୍ବନ୍ଧୀୟ ଟେଣ୍ଡର ଆହ୍ୱାନ ସୂଚନା |
Tender |
Download (4.11 MB)
|
| 66 | କେନ୍ଦୁଝର ଜିଲ୍ଲାରେ ସ୍ୱୟଂଚାଳିତ ସ୍ମାର୍ଟ ଶୌଚାଳୟ ପ୍ରଣାଳୀ ରୂପାୟଣ ପାଇଁ ଏଜେନ୍ସି ଚୟନ କେନ୍ଦୁଝରଗଡ଼ ପୌରପାଳିକା | Tender |
Download (19.09 MB)
|
|
| 67 | କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖାଦ୍ୟ (ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ତରଳ ଖାଦ୍ୟ) ଆଭ୍ୟନ୍ତରୀଣ ରୋଗୀକ ଯୋଗାଣ ନିମନ୍ତେ ବିଜ୍ଞାପନ ପ୍ରକାଶନ I | Tender |
Download (11.99 MB)
|
|
| 68 | କେନ୍ଦୁଝର ଜିଲ୍ଲାରେ ସ୍ୱୟଂଚାଳିତ ସ୍ମାର୍ଟ ଶୌଚାଳୟ ପ୍ରଣାଳୀ ରୂପାୟଣ ପାଇଁ ଏଜେନ୍ସି ଚୟନ, ଆଇ. ଟି. ଡି. ଏ. | କେନ୍ଦୁଝର ଜିଲ୍ଲାରେ ସ୍ୱୟଂଚାଳିତ ସ୍ମାର୍ଟ ଶୌଚାଳୟ ପ୍ରଣାଳୀ ରୂପାୟଣ ପାଇଁ ଏଜେନ୍ସି ଚୟନ |
Tender |
Download (1.81 MB)
|
| 69 | Way Side Amenity Centre ର ସୁରକ୍ଷା, ସିକ୍ୟୁରିଟି ଏବଂ ସ୍ୱଚ୍ଛତା କାର୍ଯ୍ୟ ପାଇଁ CFMS ମାଧ୍ୟମରେ ମାନବଶକ୍ତି ପ୍ରଦାନ କରିବା ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଉଛି। | Way Side Amenity Centre ର( ବାଲିଯୋଡି, ବଡପଦନା ,Ghatagaon) ସୁରକ୍ଷା, ସେକ୍ୟୁରିଟି ଏବଂ ସ୍ୱଚ୍ଛତା କାର୍ଯ୍ୟ ପାଇଁ Comprehensive Facility Management Service (CFMS) ମାଧ୍ୟମରେ ମାନବଶକ୍ତି ପ୍ରଦାନ କରିବା ନିମନ୍ତେ୍ ଟେଣ୍ଡର ଆହ୍ୱାନ କରାଯାଉଛି। |
Tender |
Download (15.95 MB)
|
| 70 | ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କେନ୍ଦୁଝର ସହଯୋଗରେ କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳମାନଙ୍କରେ ଔଷଧୀୟ ଉଦ୍ଭିଦ ଆଧାରିତ ପୋଷକ-ଔଷଧ ଗୁଚ୍ଛ ସ୍ଥାପନ ଓ କ୍ରିୟାନ୍ଵୟନ ପାଇଁ ସଂସ୍ଥା ଚୟନ ସମ୍ବନ୍ଧୀୟ ପ୍ରସ୍ତାବ ଆହ୍ବାନ ସମ୍ବନ୍ଧୀୟ | ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କେନ୍ଦୁଝର ସହଯୋଗରେ କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳମାନଙ୍କରେ ଔଷଧୀୟ ଉଦ୍ଭିଦ ଆଧାରିତ ପୋଷକ-ଔଷଧ ଗୁଚ୍ଛ ସ୍ଥାପନ ଓ କ୍ରିୟାନ୍ଵୟନ ପାଇଁ ସଂସ୍ଥା ଚୟନ ସମ୍ବନ୍ଧୀୟ ପ୍ରସ୍ତାବ ଆହ୍ବାନ ସମ୍ବନ୍ଧୀୟ |
Tender |
Download (2.06 MB)
|
| 71 | ଟେକ୍ନିସିଆନ, ମାଷ୍ଟର ୱେଭର, କଟିଙ୍ଗ-କମ-ସିଲେଇ ମାଷ୍ଟର, ଭଗାମୁଣ୍ଡାର ଟସର ସିଲ୍କ ପାର୍କରେ ସହକାରୀ ଶ୍ରମିକ ଚୟନ ପାଇଁ ବିଜ୍ଞାପନ | ଟେକ୍ନିସିଆନ, ମାଷ୍ଟର ୱେଭର, କଟିଙ୍ଗ-କମ-ସିଲେଇ ମାଷ୍ଟର, ଭଗାମୁଣ୍ଡାର ଟସର ସିଲ୍କ ପାର୍କରେ ସହକାରୀ ଶ୍ରମିକ ଚୟନ ପାଇଁ ବିଜ୍ଞାପନ |
Advertisement | Advt.No_.59911.03.2026 TSP.pdf (2.06 MB) View |
| 72 | କେନ୍ଦୁଝର ଜିଲ୍ଲାର ଦ୍ୱି-ବର୍ଷ ବର୍ଷ ପାଇଁ ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ନିଯୁକ୍ତି ସମ୍ବନ୍ଧରେ ଟେଣ୍ଡର କଲ୍ ବିଜ୍ଞପ୍ତି | | କେନ୍ଦୁଝର ଜିଲ୍ଲାର ଦ୍ୱି-ବର୍ଷ ବର୍ଷ ପାଇଁ ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ନିଯୁକ୍ତି ସମ୍ବନ୍ଧରେ ଟେଣ୍ଡର କଲ୍ ବିଜ୍ଞପ୍ତି | |
Tender |
Download (2.16 MB)
|
| 73 | ଆଭ୍ୟନ୍ତରୀଣ ଅଡିଟର (CAG) ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ | ଆଭ୍ୟନ୍ତରୀଣ ଅଡିଟର (CAG) ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ |
Tender |
Download (6.93 MB)
|
| 74 | ଗୋପୀନାଥପୁର ନୂଆଗାଁ ମୌଜା ପାଇଁ ସର୍ବସାଧାରଣ ବିଜ୍ଞାପନ ,କେନ୍ଦୁଝର ସଦର ତହସିଲ | ଗୋପୀନାଥପୁର ନୂଆଗାଁ ମୌଜା ପାଇଁ ସର୍ବସାଧାରଣ ବିଜ୍ଞାପନ , କେନ୍ଦୁଝର ସଦର ତହସିଲ |
Announcements | Gopinathpur Nuagaon_0001.pdf (284.55 KB) View |
| 75 | ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। | ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। ଏହି ସେବା ଅନ୍ତର୍ଗତ ହାଉସକିପିଂ, ସଫା-ସୁଥା, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସହାୟକ ସେବା ପ୍ରଦାନ କରିବା ରହିବ। ଆଗ୍ରହୀ ଏବଂ ଯୋଗ୍ୟ ଏଜେନ୍ସିମାନେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ଅନୁସାରେ ନିଜର ପ୍ରସ୍ତାବ ପ୍ରଦାନ କରିପାରିବେ। |
Tender |
Download (10.59 MB)
|
| 76 | ଜିଲ୍ଲା ରୋଜଗାର କାର୍ଯ୍ୟାଳୟ, କେନ୍ଦୁଝରଙ୍କ ପକ୍ଷରୁ ଆସନ୍ତା ୧୩ ମାର୍ଚ୍ଚ ୨୦୨୬ ତାରିଖରେ OSME ଗ୍ରାଉଣ୍ଡ, କେନ୍ଦୁଝର ଠାରେ ଏକ ଜିଲ୍ଲା ସ୍ତରୀୟ ଚାକିରି ମେଳା ଆୟୋଜିତ ହେବ। | ଜିଲ୍ଲା ରୋଜଗାର କାର୍ଯ୍ୟାଳୟ, କେନ୍ଦୁଝରଙ୍କ ପକ୍ଷରୁ ଆସନ୍ତା ୧୩ ମାର୍ଚ୍ଚ ୨୦୨୬ ତାରିଖରେ OSME ଗ୍ରାଉଣ୍ଡ, କେନ୍ଦୁଝର ଠାରେ ଏକ ଜିଲ୍ଲା ସ୍ତରୀୟ ଚାକିରି ମେଳା ଆୟୋଜିତ ହେବ। |
Announcements | 285-pages.pdf (499.56 KB) View |
| 77 | (ନାଇବାଗ),ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା | (ନାଇବାଗ),ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା |
Announcements | Proclamation-Naibaga (1).pdf (422.03 KB) View |
| 78 | ପଞ୍ଚାୟତ ସମିତି, ଆନନ୍ଦପୁର ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। | ପଞ୍ଚାୟତ ସମିତି, ଆନନ୍ଦପୁର ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। |
Tender |
Download (1.44 MB)
|
| 79 | ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା | ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା |
Announcements | Proclamation-Basantpur.pdf (380.21 KB) View |
| 80 | ଜିଲ୍ଲାପାଳ କାର୍ଯ୍ୟାଳୟ, କେନ୍ଦୁଝର ପାଇଁ ଏକ ଯାନ ଭଡା ଆଧାରରେ ନିଯୁକ୍ତ କରିବା ପାଇଁ ଯୋଗ୍ୟ ଯାନ ମାଲିକମାନଙ୍କ ଠାରୁ ସିଲ୍ ମୋହରା କୋଟେସନ୍ ଆହ୍ୱାନ କରାଯାଉଛି। | ଜିଲ୍ଲାପାଳ କାର୍ଯ୍ୟାଳୟ,କେନ୍ଦୁଝର ପାଇଁ ଏକ ଯାନ ଭଡା ଆଧାରରେ ନିଯୁକ୍ତ କରିବା ପାଇଁ ଯୋଗ୍ୟ ଯାନ ମାଲିକମାନଙ୍କ ଠାରୁ ସିଲ୍ ମୋହରା କୋଟେସନ୍ ଆହ୍ୱାନ କରାଯାଉଛି। |
Tender |
Download (8.98 MB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ନାଗରିକ ସେବା
- ଯୋଜନା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଭିଡିଓ ଗ୍ୟାଲେରୀ
- ଫର୍ମ
- ସୂଚନା ଅଧିକାର
- ରେଡକ୍ରସ୍