| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | ଆରମ୍ଭ ତାରିଖ | ଶେଷ ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|---|
| 11 | ଆଞ୍ଚଳିକ ପରିବହନ ଅଧିକାରୀ, କେନ୍ଦୁଝର ପକ୍ଷରୁ NH-20, NH-49, NH-220, NH-520 ଏବଂ NH-720 ଉପରେ ସାମଗ୍ରୀ ବହନକାରୀ ଯାନବାହନଙ୍କ ଅନଧିକୃତ ପାର୍କିଂ ସମ୍ପର୍କିତ ସୂଚନା | ଆଞ୍ଚଳିକ ପରିବହନ ଅଧିକାରୀ, କେନ୍ଦୁଝର ପକ୍ଷରୁ NH-20, NH-49, NH-220, NH-520 ଏବଂ NH-720 ଉପରେ ସାମଗ୍ରୀ ବହନକାରୀ ଯାନବାହନଙ୍କ ଅନଧିକୃତ ପାର୍କିଂ ସମ୍ପର୍କିତ ସୂଚନା |
25-04-2026 | 24-05-2026 |
|
| 12 | ବାଂଶପାଳ ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା | ବାଂଶପାଳ ତହସିଲ କାର୍ଯ୍ୟାଳୟ ତରଫରୁ ଘୋଷଣାନାମା |
08-05-2026 | 22-05-2026 |
|
| 13 | ବାଲିଯୋଡି/ବଡପଦନା ଏବଂ ଘଟଗାଁ ପର୍ଯ୍ୟଟନ ସ୍ଥଳ ସ୍ଥିତ ୱେସାଇଡ୍ ଆମେନିଟି ସେଣ୍ଟର ସମ୍ବନ୍ଧୀୟ ଟେଣ୍ଡର ପ୍ରକ୍ରିୟାର ଆର୍ଥିକ ବିଡ୍ (Financial Bid) ଖୋଲାଯିବା ସମ୍ବନ୍ଧରେ | ବାଲିଯୋଡି/ବଡପଦନା ଏବଂ ଘଟଗାଁ ପର୍ଯ୍ୟଟନ ସ୍ଥଳ ସ୍ଥିତ ୱେସାଇଡ୍ ଆମେନିଟି ସେଣ୍ଟର ସମ୍ବନ୍ଧୀୟ ଟେଣ୍ଡର ପ୍ରକ୍ରିୟାର ଆର୍ଥିକ ବିଡ୍ (Financial Bid) ଖୋଲାଯିବା ସମ୍ବନ୍ଧରେ |
18-05-2026 | 21-05-2026 |
|
| 14 | ଡିଏମଏଫ୍ ଉତ୍କର୍ଷ ଆବେଦନ ପ୍ରକାଶ ସୂଚନା ଓ ନିର୍ଦ୍ଦେଶିକା (ବର୍ଷ ୨୦୨୫-୨୬) | ଡିଏମଏଫ୍ ଉତ୍କର୍ଷ ଆବେଦନ ପ୍ରକାଶ ସୂଚନା ଓ ନିର୍ଦ୍ଦେଶିକା (ବର୍ଷ ୨୦୨୫-୨୬) |
02-03-2026 | 20-05-2026 |
|
| 15 | କେନ୍ଦୁଝର (Keonjhar) ଜିଲ୍ଲା ପାଇଁ ଭାରୀ ଯାନବାହନ ଚଳାଚଳ ଉପରେ ରୋଡ୍ ନିଷେଧାଜ୍ଞା ସମ୍ପର୍କିତ ସୂଚନା | କେନ୍ଦୁଝର (Keonjhar) ଜିଲ୍ଲା ପାଇଁ ଭାରୀ ଯାନବାହନ ଚଳାଚଳ ଉପରେ ରୋଡ୍ ନିଷେଧାଜ୍ଞା ସମ୍ପର୍କିତ ସୂଚନା |
19-04-2026 | 18-05-2026 |
|
| 16 | ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅଧିନରେ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ | ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅଧିନରେ ପ୍ରକଳ୍ପ ପ୍ରସ୍ତାବ ଆମନ୍ତ୍ରଣ |
08-05-2026 | 15-05-2026 |
|
| 17 | କେନ୍ଦୁଝର ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଓଡ଼ିଶା ସିଲାବସ୍ ଅନୁସାରେ "ଡିଜିଟାଲ ଲର୍ଣିଂ ପ୍ଲାଟଫର୍ମ" କାର୍ଯ୍ୟାନ୍ବୟନ ପାଇଁ ପ୍ରକାଶିତ Request for Proposal (RFP) କୁ ପ୍ରଶାସନିକ କାରଣବଶତଃ ବାତିଲ୍ କରାଯାଇଛି। | କେନ୍ଦୁଝର ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଓଡ଼ିଶା ସିଲାବସ୍ ଅନୁସାରେ "ଡିଜିଟାଲ ଲର୍ଣିଂ ପ୍ଲାଟଫର୍ମ" କାର୍ଯ୍ୟାନ୍ବୟନ ପାଇଁ ପ୍ରକାଶିତ Request for Proposal (RFP) କୁ ପ୍ରଶାସନିକ କାରଣବଶତଃ ବାତିଲ୍ କରାଯାଇଛି। |
24-04-2026 | 30-04-2026 |
|
| 18 | ଘଟଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ହରିଚନ୍ଦନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୟ ସୂଚୀ ପରିବର୍ତନ ସମ୍ବନ୍ଧରେ । | ତା୨୦.୦୪.୨୦୨୬ରିଖ (ସୋମବାର) ଦିନ ଘଟଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ତା୨୭.୦୪.୨୦୨୬ରିଖ (ସୋମବାର) ଦିନ ହରିଚନ୍ଦନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୟ ସୂଚୀ ପରିବର୍ତନ ସମ୍ବନ୍ଧରେ । |
18-04-2026 | 30-04-2026 |
|
| 19 | କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସେକ୍ଟର ଯୋଜନା "ଓଡ଼ିଶାରେ ଭୁଲିଯାଇଥିବା ଖାଦ୍ୟ ଏବଂ ଅବହେଳିତ ଫସଳର ପୁନରୁତ୍ଥାନ ଓ ସସ୍ଥାୟୀ ଗୁଣାତ୍ମକ ବୃଦ୍ଧି" RFP ବାତିଲ୍ ସମ୍ବନ୍ଧ | କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସେକ୍ଟର ଯୋଜନା "ଓଡ଼ିଶାରେ ଭୁଲିଯାଇଥିବା ଖାଦ୍ୟ ଏବଂ ଅବହେଳିତ ଫସଳର ପୁନରୁତ୍ଥାନ ଓ ସସ୍ଥାୟୀ ଗୁଣାତ୍ମକ ବୃଦ୍ଧି" ଅଧୀନରେ ୫ ବର୍ଷ (୨୦୨୫-୨୬ ରୁ ୨୦୨୯-୩୦) ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ ଫିଲ୍ଡ ଫ୍ୟାସିଲିଟେଟିଂ ଏଜେନ୍ସୀ ନିଯୁକ୍ତି ପାଇଁ ଜାରି କରାଯାଇଥିବା RFP ବାତିଲ୍ ସମ୍ବନ୍ଧରେ। |
13-04-2026 | 30-04-2026 |
|
| 20 | କେନ୍ଦୁଝର ଜିଲ୍ଲାର ଏପ୍ରିଲ ୨୦୨୬ ମାସ ପାଇଁ ମିଳିତ ଅଭିଯୋଗ ଶୁଣାଣି | କେନ୍ଦୁଝର ଜିଲ୍ଲାର ଏପ୍ରିଲ ୨୦୨୬ ମାସ ପାଇଁ ମିଳିତ ଅଭିଯୋଗ ଶୁଣାଣି |
05-04-2026 | 30-04-2026 |
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ନାଗରିକ ସେବା
- ଯୋଜନା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଭିଡିଓ ଗ୍ୟାଲେରୀ
- ଫର୍ମ
- ସୂଚନା ଅଧିକାର
- ରେଡକ୍ରସ୍