ବର୍ଗ : ସଂସ୍କୃତି ଓ ଐତିହ୍ୟ
ଠାକୁରାଣୀ ପାହାଡ଼ ପାଦଦେଶରେ ନିର୍ମିତ ହୋଇଥିବା ଗରିମାସମ୍ପନ୍ନ ମୁର୍ଗାମହାଦେବ ମନ୍ଦିର ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ । ଏକ ମନୋରମ ଚିରସ୍ରୋତା ଝରଣା, ସବୁଜିମାଭରା ଠାକୁରାଣୀ ପାହାଡ଼ କୋଳରୁ ଡେଇଁପଡ଼ି ସୃଷ୍ଟି କରିଛି ଚମତ୍କାର ଜଳପ୍ରପାତ । ଏହି ଜଳପ୍ରପାତର ଜଳ ମନ୍ଦିରବେଢା ଦେଇ ବହି ଯାଇଛି,ଯେଉଁଠି ଶ୍ରଦ୍ଧାଳୁ ଭକ୍ତ ପବିତ୍ର ବୁଡ଼ ପକାନ୍ତି । ମକରସଂକ୍ରାନ୍ତି ଓ ଶିବରାତ୍ରୀ ଏହି ଆଧ୍ୟାତ୍ମିକ ପୀଠର ମୁଖ୍ୟ ପର୍ବ । ମୁର୍ଗାମହାଦେବ ମନ୍ଦିର କେନ୍ଦୁଝର ସହର ଠାରୁ ୭୦ କି:ମି ଦୂରରେ ଅବସ୍ଥିତ ।
ବିମାନ ମାର୍ଗରେ
ଭୁବନେଶ୍ଵର ନିକଟତମ ବିମାନବନ୍ଦର ।
ସଡ଼କ ପଥରେ
କେନ୍ଦୁଝର ସହର ଠାରୁ ୫୦ କି:ମି ।
ରେଳଗାଡ଼ିରେ
କେନ୍ଦୁଝର ସହର ଠାରୁ ୫୦ କି:ମି ।