• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ

ହାଣ୍ଡିଭଙ୍ଗା ଜଳପ୍ରପାତ ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଏବଂ ତରଙ୍ଗାଗୟିତ ପର୍ବତଶ୍ରେଣୀ କୋଳରେ ଅବସ୍ଥିତ । ସଂଲଗ୍ନ ଅଞ୍ଚଳ ବିପୁଳ ପରିବେଶ ଓ ସମୃଦ୍ଧ ଜୈବ ବିଭିନ୍ନତାରେ ପରିପୂର୍ଣ୍ଣ ହୋଇ ସଂରକ୍ଷିତ । ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ହାଣ୍ଡିଭଙ୍ଗା ଜଳପ୍ରପାତ, ଚିତ୍ତଉଲ୍ଲାସକ ମନୋହର ଭୂଭାଗର ଦୃଶ୍ୟ ଦର୍ଶକଙ୍କୁ ବିମୁଗ୍ଧ କରେ । ଏହି ସୌନ୍ଦର୍ଜ୍ୟମୟ କ୍ଷେତ୍ର ବଣଭୋଜି ଏବଂ ଅବସର ବିନୋଦନ ପାଇଁ ପ୍ରକୃଷ୍ଟ ସ୍ଥାନ । କେନ୍ଦୁଝର ସହର ଠାରୁ ଏହାର ଦୂରତା ମାତ୍ର ୪୫ କି:ମି ।

ବିମାନ ମାର୍ଗରେ
ନିକଟତମ ଅକାଶପଥ ଭୁବନେଶ୍ଵର ବିମାନବନ୍ଦର । ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବିମାନସେବା ଉପଲବ୍ଧ ।

ସଡ଼କ ପଥରେ
କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରତା ।

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ,ବଡ଼ବିଲ ରେଳ ଷ୍ଟେସନ (୩୫ କି:ମି) ।