• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Office Name Start Date End Date Download/Details
61 କେନ୍ଦୁଝର ଜିଲ୍ଲାର ଦ୍ୱି-ବର୍ଷ ବର୍ଷ ପାଇଁ ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ନିଯୁକ୍ତି ସମ୍ବନ୍ଧରେ ଟେଣ୍ଡର କଲ୍ ବିଜ୍ଞପ୍ତି |

କେନ୍ଦୁଝର  ଜିଲ୍ଲାର ଦ୍ୱି-ବର୍ଷ ବର୍ଷ ପାଇଁ ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ନିଯୁକ୍ତି ସମ୍ବନ୍ଧରେ ଟେଣ୍ଡର କଲ୍ ବିଜ୍ଞପ୍ତି |

12-03-2026 04-04-2026 - Download (2.16 MB) କେନ୍ଦୁଝର  ଜିଲ୍ଲାର ଦ୍ୱି-ବର୍ଷ ବର୍ଷ ପାଇଁ ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ନିଯୁକ୍ତି ସମ୍ବନ୍ଧରେ ଟେଣ୍ଡର କଲ୍ ବିଜ୍ଞପ୍ତି |
62 ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି।

ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। ଏହି ସେବା ଅନ୍ତର୍ଗତ ହାଉସକିପିଂ, ସଫା-ସୁଥା, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସହାୟକ ସେବା ପ୍ରଦାନ କରିବା ରହିବ। ଆଗ୍ରହୀ ଏବଂ ଯୋଗ୍ୟ ଏଜେନ୍ସିମାନେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ଅନୁସାରେ ନିଜର ପ୍ରସ୍ତାବ ପ୍ରଦାନ କରିପାରିବେ।

10-03-2026 24-03-2026 -4 PM Download (10.59 MB) ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି।
63 DMF ଅଧୀନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୋଗୀଙ୍କ ପରିଚାରିକାଙ୍କ ପାଇଁ ଖାଦ୍ୟ ଯୋଗାଣ ପାଇଁ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଅନୁରୋଧ (RFP) ପାଇଁ ବିଜ୍ଞାପନ ପ୍ରକାଶନ

DMF ଅଧୀନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୋଗୀଙ୍କ ପରିଚାରିକାଙ୍କ ପାଇଁ ଖାଦ୍ୟ ଯୋଗାଣ ପାଇଁ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଅନୁରୋଧ (RFP) ପାଇଁ ବିଜ୍ଞାପନ ପ୍ରକାଶନ

26-02-2026 20-03-2026 - Download (395.92 KB) DMF ଅଧୀନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୋଗୀଙ୍କ ପରିଚାରିକାଙ୍କ ପାଇଁ ଖାଦ୍ୟ ଯୋଗାଣ ପାଇଁ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଅନୁରୋଧ (RFP) ପାଇଁ ବିଜ୍ଞାପନ ପ୍ରକାଶନ
64 ପଞ୍ଚାୟତ ସମିତି, ଆନନ୍ଦପୁର ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି।

ପଞ୍ଚାୟତ ସମିତି, ଆନନ୍ଦପୁର ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି।

09-03-2026 19-03-2026 - Download (1.44 MB) ପଞ୍ଚାୟତ ସମିତି, ଆନନ୍ଦପୁର ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି।
65 ଜିଲ୍ଲାପାଳ କାର୍ଯ୍ୟାଳୟ, କେନ୍ଦୁଝର ପାଇଁ ଏକ ଯାନ ଭଡା ଆଧାରରେ ନିଯୁକ୍ତ କରିବା ପାଇଁ ଯୋଗ୍ୟ ଯାନ ମାଲିକମାନଙ୍କ ଠାରୁ ସିଲ୍ ମୋହରା କୋଟେସନ୍ ଆହ୍ୱାନ କରାଯାଉଛି।

ଜିଲ୍ଲାପାଳ କାର୍ଯ୍ୟାଳୟ, କେନ୍ଦୁଝର ପାଇଁ ଏକ ଯାନ ଭଡା ଆଧାରରେ ନିଯୁକ୍ତ କରିବା ପାଇଁ ଯୋଗ୍ୟ ଯାନମାଲିକମାନଙ୍କ ଠାରୁ ସିଲ୍ ମୋହରା କୋଟେସନ୍ ଆହ୍ୱାନ କରାଯାଉଛି।

02-03-2026 19-03-2026 - Download (8.98 MB) ଜିଲ୍ଲାପାଳ କାର୍ଯ୍ୟାଳୟ, କେନ୍ଦୁଝର ପାଇଁ ଏକ  ଯାନ  ଭଡା ଆଧାରରେ ନିଯୁକ୍ତ କରିବା ପାଇଁ ଯୋଗ୍ୟ ଯାନ ମାଲିକମାନଙ୍କ ଠାରୁ ସିଲ୍ ମୋହରା କୋଟେସନ୍ ଆହ୍ୱାନ କରାଯାଉଛି।
66 ଗାଡ଼ି ଭଡା ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି , ତହସିଲ କାର୍ଯ୍ୟାଳୟ, ଘସିପୁରା

ଗାଡ଼ି ଭଡା  ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି , ତହସିଲ କାର୍ଯ୍ୟାଳୟ, ଘସିପୁରା 

26-02-2026 19-03-2026 - Download (2.14 MB) ଗାଡ଼ି ଭଡା  ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି , ତହସିଲ କାର୍ଯ୍ୟାଳୟ, ଘସିପୁରା
67 ଆଭ୍ୟନ୍ତରୀଣ ଅଡିଟର (CAG) ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ

ଆଭ୍ୟନ୍ତରୀଣ ଅଡିଟର (CAG) ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ

10-03-2026 16-03-2026 - Download (6.93 MB) ଆଭ୍ୟନ୍ତରୀଣ ଅଡିଟର (CAG) ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ
68 2026 ମସିହା ପାଇଁ ଡିଭିଜନାଲ ଫରେଷ୍ଟ ଅଫିସର,କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର (Data Entry Operator) ନିଯୁକ୍ତି ପାଇଁ ନିବିଦା ଆହ୍ୱାନ କରାଯାଉଛି।

2026 ମସିହା ପାଇଁ ଡିଭିଜନାଲ ଫରେଷ୍ଟ ଅଫିସର,କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର (Data Entry Operator) ନିଯୁକ୍ତି ପାଇଁ ନିବିଦା ଆହ୍ୱାନ କରାଯାଉଛି।

01-03-2026 16-03-2026 - Download (623.13 KB) 2026 ମସିହା ପାଇଁ ଡିଭିଜନାଲ ଫରେଷ୍ଟ ଅଫିସର,କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର (Data Entry Operator) ନିଯୁକ୍ତି ପାଇଁ ନିବିଦା ଆହ୍ୱାନ କରାଯାଉଛି।
69 ସାନଘାଗରା ପିକନିକ ସ୍ପଟ୍, କେନ୍ଦୁଝରର ପରିଚାଳନା ନିମନ୍ତେ ଲାଇସେନ୍ସ/ଲିଜ୍ ପାଇଁ ଖୋଲା ନିଲାମ

ସାନଘାଗରା ପିକନିକ ସ୍ପଟ୍, କେନ୍ଦୁଝରର ପରିଚାଳନା ନିମନ୍ତେ ଲାଇସେନ୍ସ/ଲିଜ୍ ପାଇଁ ଖୋଲା ନିଲାମ

20-02-2026 13-03-2026 - Download (4.74 MB) ସାନଘାଗରା ପିକନିକ ସ୍ପଟ୍, କେନ୍ଦୁଝରର ପରିଚାଳନା ନିମନ୍ତେ ଲାଇସେନ୍ସ/ଲିଜ୍ ପାଇଁ ଖୋଲା ନିଲାମ
70 ପ୍ରାରମ୍ଭିକ କର୍କଟ ସ୍କ୍ରିନିଂ (Early Cancer Screening), ମୁଖ , ସ୍ତନ, ଜରାୟୁ ମୁଖ କ୍ୟାନ୍ସର ଉପକରଣର ଯୋଗାଣ ଏବଂ ଅନ୍ତର୍ନିହିତ ସେବାଗୁଡିକ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଉଛି ଧରଣୀଧର ଭେଷଜ ମହାବିଦ୍ୟାଳୟ,କେନ୍ଦୁଝର

ପ୍ରାରମ୍ଭିକ କର୍କଟ ସ୍କ୍ରିନିଂ (Early Cancer Screening), ମୁଖ (Oral), ସ୍ତନ (Breast), ଜରାୟୁ ମୁଖ କ୍ୟାନ୍ସର (Cervical) ଉପକରଣର ଯୋଗାଣ ଏବଂ ଅନ୍ତର୍ନିହିତ ସେବାଗୁଡିକ ପାଇଁ, ଡ଼ି. ଏମ. ଏଫ (DMF) ସହଯୋଗ ରେ ,ଧରଣୀଧର ଭେଷଜ ମହାବିଦ୍ୟାଳୟ, କେନ୍ଦୁଝର ରେ ବ୍ୟବହାର ପାଇଁ, ପ୍ରସ୍ତାବ ଆହ୍ୱାନ କରାଯାଉଛି (RFP)

13-02-2026 13-03-2026 - Download (14.78 MB) ପ୍ରାରମ୍ଭିକ କର୍କଟ ସ୍କ୍ରିନିଂ (Early Cancer Screening), ମୁଖ , ସ୍ତନ, ଜରାୟୁ ମୁଖ କ୍ୟାନ୍ସର ଉପକରଣର ଯୋଗାଣ ଏବଂ ଅନ୍ତର୍ନିହିତ ସେବାଗୁଡିକ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଉଛି ଧରଣୀଧର ଭେଷଜ ମହାବିଦ୍ୟାଳୟ,କେନ୍ଦୁଝର