• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ

ବୈତରଣୀ ନଦୀ ଶଯ୍ୟାରେ କେଶରୀକୁଣ୍ଡ ଓ କୂଳରେ ଶିବମନ୍ଦିର ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିଥାଏ । କେଶରୀକୁଣ୍ଡରେ ଦୁଇଟି ଜଳପୂର୍ଣ୍ଣ କୁଣ୍ଡରେ ଶ୍ରଦ୍ଧାଳୁ ଭକ୍ତଗଣ ପବିତ୍ର ବୁଡ଼ ପକାଇ ଶିବଙ୍କର ଦର୍ଶନ କରନ୍ତି । ପ୍ରାକୃତିକ ସୌନ୍ଦର୍ଜ୍ୟ ପରିପୂର୍ଣ୍ଣ ଏହି ସ୍ଥାନ ବଣଭୋଜି ଏବଂ ଅବସର ବିନୋଦନ ପାଇଁ ପ୍ରକୃଷ୍ଟ କ୍ଷେତ୍ର । ମକରସଙ୍କ୍ରାନ୍ତି ବେଳେ ଲୋକେ ଦୁଃସାହସିକ କର୍ମ, ଗୋଟିଏ କୁଣ୍ଡରେ ପ୍ରବେଶକରି ଅନ୍ୟ କୁଣ୍ଡରେ ବାହାରି ନିଜର ନୀତିନିଷ୍ଠଧାର୍ମିକତା ପ୍ରମାଣ କରନ୍ତି । ଏହି ସ୍ଥାନ କେନ୍ଦୁଝର ସହର ଠାରୁ ୫୦ କି:ମି ଦୂରରେ ଅବସ୍ଥିତ ।

ବିମାନ ମାର୍ଗରେ
ଭୁବନେଶ୍ଵର ନିକଟତମ ବିମାନବନ୍ଦର ।

ସଡ଼କ ପଥରେ
କେନ୍ଦୁଝର ସହର ଠାରୁ ୫୦ କି:ମି ।

ରେଳଗାଡ଼ିରେ
ବିଲେଇପଦା ରେଳ ଷ୍ଟେସନ – ୨୫ କି:ମି ।