| S. No. | Title | Description | Start Date | End Date | Download/Details |
|---|---|---|---|---|---|
| 1 | ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। | ସର୍କିଟ୍ ହାଉସ୍, କେନ୍ଦୁଝରରେ Comprehensive Facility Management Services (ସମଗ୍ର ସୁବିଧା ପରିଚାଳନା ସେବା) ପ୍ରଦାନ ପାଇଁ ଏକ ଯୋଗ୍ୟ ଏଜେନ୍ସିଙ୍କୁ ଚୟନ କରିବାକୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। ଏହି ସେବା ଅନ୍ତର୍ଗତ ହାଉସକିପିଂ, ସଫା-ସୁଥା, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସହାୟକ ସେବା ପ୍ରଦାନ କରିବା ରହିବ। ଆଗ୍ରହୀ ଏବଂ ଯୋଗ୍ୟ ଏଜେନ୍ସିମାନେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ଅନୁସାରେ ନିଜର ପ୍ରସ୍ତାବ ପ୍ରଦାନ କରିପାରିବେ। |
10-03-2026 | 24-03-2026 -4 PM |
Download (10.59 MB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ନାଗରିକ ସେବା
- ଯୋଜନା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଭିଡିଓ ଗ୍ୟାଲେରୀ
- ଫର୍ମ
- ସୂଚନା ଅଧିକାର
- ରେଡକ୍ରସ୍